Русские видео

Сейчас в тренде

Иностранные видео


Скачать с ютуб ଭୋଟ୍ ଦେଲେ ମୃତ ଦିଲ୍ଲୀପଙ୍କ ପତ୍ନୀ | Odisha Reporter в хорошем качестве

ଭୋଟ୍ ଦେଲେ ମୃତ ଦିଲ୍ଲୀପଙ୍କ ପତ୍ନୀ | Odisha Reporter 13 дней назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଭୋଟ୍ ଦେଲେ ମୃତ ଦିଲ୍ଲୀପଙ୍କ ପତ୍ନୀ | Odisha Reporter

ଆଖିରେ ଆଖିଏ ଲୁହ ନେଇ ନ୍ୟାୟ ପାଇବା ଆଶାରେ ଭୋଟ ଦେବାକୁ ଆସିଛନ୍ତି ମୃତ ବିଜେପି ନେତା ଦିଲ୍ଲୀପ ପାହାଣଙ୍କ ପତ୍ନୀ ଓ ପରିବାର । ଭୋଟ୍ ଦେବା ସହ ପୋଲିସର ନିଷ୍କ୍ରିୟତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପରିବାର ଲୋକେ । ଗତ ବୁଧବାର ରାତିରେ ଖଲ୍ଲିକୋଟ ବିଜେପି କର୍ମୀ ଦିଲ୍ଲୀପଙ୍କ ହତ୍ୟା କରାଯାଇଥିଲା । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #khalikote #BJPworker #dillip #Voting #Justicedemand

Comments