Русские видео

Сейчас в тренде

Иностранные видео


Скачать с ютуб Kalijai Song - Bapa Ghara Khela Sarigala Gahani ବାପ ଘର ଖେଳ - ଜାଇର କରୁଣ କାହାଣୀ | Gita Dash| Sidharth в хорошем качестве

Kalijai Song - Bapa Ghara Khela Sarigala Gahani ବାପ ଘର ଖେଳ - ଜାଇର କରୁଣ କାହାଣୀ | Gita Dash| Sidharth 6 лет назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Kalijai Song - Bapa Ghara Khela Sarigala Gahani ବାପ ଘର ଖେଳ - ଜାଇର କରୁଣ କାହାଣୀ | Gita Dash| Sidharth

"ବାପ ଘର ଖେଳ" ଜାଇ ଓ ତାର ବାପାଙ୍କ କରୁଣ କାହାଣୀ ଉପରେ ଆଧାରିତ । ମା କାଳୀ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ହୋଇଥିବା ବେଳେ ଜାଇ ସ୍ଥାନୀୟ ଅଞ୍ଛଳର ଜଣେ ସାଧାରଣ ଝିଅ ଥିଲା । ଯିଏକି କୈାଣସି ସମୟରେ ଚିଲିକାର ଗଭୀର ଗଣ୍ଡ ମଧ୍ୟରେ ବିଲୀନ ହୋଇଯାଇଥିଲା । ସେଠାରେ ଅବସ୍ଥିତ ଅନ୍ୟ ଏକ ଦ୍ବୀପ ପାରିକୁଦକୁ ବିବାହ କରି ନିଜ ପିତାଙ୍କ ସହ ଯାଉଥିବା ବେଳେ ଭୟଙ୍କର ଝଡର ସମ୍ମୁଖୀନ ହୋଇଥିଲା । ଝଡର ପ୍ରଭାବ ଅତି ତୀବ୍ର ଥିବାରୁ ନାଆଟି ସେହି ଗଣ୍ଡ ମଧ୍ୟରେ ଓଲଟି ପଡ଼ିଥିଲା । ପରେ ଜାଇର ପିତା ଓ ନାବିକ ଉଭୟ ବର୍ତ୍ତିଯାଇଥିଲେ , ମାତ୍ର ଜାଇର କୈଣସି ପତ୍ତା ମିଳିନଥିଲା । ଶୁଣିବାକୁ ମିଳେ ଯେ ଏହି ଘଟଣାର କିଛିଦିନ ପରେ ସେହି ବାଟ ଦେଇ ଯାଉଥିବା ନାବିକମାନେ ଜାଇର କାନ୍ଦଣା ଶୁଣିବାକୁ ପାଉଥିଲେ । ତେଣୁ ଧିରେ ଧିରେ ତାଙ୍କୁ ମା କାଳିଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ । ଐତିହାସିକ ତଥ୍ୟ ଅନୁସାରେ ମା କାଳିଜାଇଙ୍କ ମନ୍ଦିର ପ୍ରାୟ ୧୭୧୭ ମସିହାରେ ପାରିକୁଦର ରାଜା ଶ୍ରୀ ଜଗନ୍ନାଥ ମାନସିଂହଙ୍କ ଦ୍ବାରା ନିର୍ମାଣ ହୋଇଥିଲା । ଏହା ପରଠୁ ମା ସେଠାରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି । Song : Bapa Ghara Khela Singer : Gita Dash Lyrics : Jgannath Panda Music Director : Puratana Video Artist : Album : Bapa Ghara Khela Album No : SM - 3251 Music Label : Sidharth Music -------------------------- -------------------------- ♪ Full Song Available on ♪ JioSaavn : Wynk : Gaana : Apple Music : Amazon Prime Music : iTunes : Spotify : ------------------------------------------------------------------------ #sidharthbhaktishorts #SidharthTV #NamitaAgrawal #SidharthMusic #OdiaAgana #SitaramAgrawal #odiabhajan #odiasong #jayjagannathtv

Comments