Русские видео

Сейчас в тренде

Иностранные видео


Скачать с ютуб Jishu Christa O Issai Dharma | ଯୀଶୁ ଖ୍ରୀଷ୍ଟ ଓ ଈସାଈ ଧର୍ମ | Ashirbad в хорошем качестве

Jishu Christa O Issai Dharma | ଯୀଶୁ ଖ୍ରୀଷ୍ଟ ଓ ଈସାଈ ଧର୍ମ | Ashirbad 5 лет назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Jishu Christa O Issai Dharma | ଯୀଶୁ ଖ୍ରୀଷ୍ଟ ଓ ଈସାଈ ଧର୍ମ | Ashirbad

✤ ଯୀଶୁ ବା ଯୀଶୁ ଖୀଷ୍ଟ ବା ଯୀଶୁ ମସୀହ ହେଉଛ‌ନ୍ତି ଖ୍ରୀଷ୍ଟ ଧର୍ମର ପ୍ରବର୍ତକ ଓ ମୂଳ ବ୍ୟକ୍ତିତ୍ୟ | ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ଅନୁସାରେ ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର | ଯୀଶୁଙ୍କ ଜୀବନ ଏବଂ ଉପଦେଶ ବାଇବେଲର ନୁତନ ନିୟମରେ ବର୍ଣ୍ଣନା କରାଯାଇଛି। ଇସଲାମ ଧର୍ମରେ ଯିଶୁଙ୍କୁ ଏକ ଭବିଷ୍ୟବକ୍ତା ଭାବାରେ ଗ୍ରହଣ କରାଯାଏ। ✤ ✤ ସେଇ ଯୀଶୁ ଖ୍ରୀଷ୍ଟଙ୍କ ଭକ୍ତି ଉପାସନା ଉପଲକ୍ଷେ ଭେଟି ଦେଉଛୁ ଏକ ନୂତନ ଚାନେଲ "ଆଶୀର୍ବାଦ", ଯେଉଁଥିରେ ଆପଣ ପାଇପାରିବେ ପ୍ରଭୁ ଯୀଶୁଙ୍କର ସମସ୍ତ ଭକ୍ତିଗୀତ, ଭକ୍ତି ପ୍ରବଚନ, ଭକ୍ତି ବାଣୀ ଓ ଆହୁରି ଅଧିକ I ✤ ✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤ ✤II Video Credits II✤ ✤ Writer & Voice By: Sangeeta Mohapatra ✤ Edited & Design By: Subrat Sahoo ✤ Upload, Description & Published By: Somnath Mohapatra ✤ Produced By: Pabitra Entertainment ✤ Media Partner: Mo Odisha ✤ Radio Partner: Odisha Radio ✤ Digital Partner: E Halchal ✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤ #Ashirbad #PabitraEntertainment #JishuChristankaOIssaiDharma #LordJesus #LordJesusSongs ✤ ଆପଣ ମଧ୍ୟ ପ୍ରଭୁ ଯୀଶୁଙ୍କ ସମ୍ବନ୍ଧୀୟ କୌଣସି ଭକ୍ତି ବାର୍ତା ବା କଥା ଯଦି ପହଞ୍ଚାଇବାକୁ ଚାହାନ୍ତି ତେବେ ଆମକୁ ଯୋଗାଯୋଗ କରନ୍ତୁ . ✆: 9437273456,9937173456 ✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤✤ ✤ All Copyright Of This Content Belongs To Pabitra Entertainment. Any Misuse, Reuse, Re Upload & Unauthorized Use Of This Content May Subject To Copyright Claim & Legal Actions Against The Third Party. ✤

Comments