Русские видео

Сейчас в тренде

Иностранные видео


Скачать с ютуб KRUSE JIBANA DELA!!! GOOD FRIDAY NEW CHRISTIAN SONG 2025 !!! FIRST LOVE CREATION!!! в хорошем качестве

KRUSE JIBANA DELA!!! GOOD FRIDAY NEW CHRISTIAN SONG 2025 !!! FIRST LOVE CREATION!!! 1 день назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



KRUSE JIBANA DELA!!! GOOD FRIDAY NEW CHRISTIAN SONG 2025 !!! FIRST LOVE CREATION!!!

KRUSE JIBANA DELA!!! GOOD FRIDAY NEW CHRISTIAN SONG 2025 !!! FIRST LOVE CREATION!!! ସେ ଉପଦ୍ରବପ୍ରାପ୍ତ ହେଲେ, ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ; ବଧ ସ୍ଥାନକୁ ନିଆଯିବା ମେଷଶାବକ ତୁଲ୍ୟ, ଲୋମଚ୍ଛେଦକମାନଙ୍କ ସମ୍ମୁଖରେ ନୀରବ ମେଷ ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ। ପୁଣି, ସେ କୌଣସି ଦୌରାତ୍ମ୍ୟ ନ କଲେ ହେଁ ଓ ତାହାଙ୍କ ମୁଖରେ କୌଣସି ଛଳ ନ ଥିଲେ ହେଁ ଲୋକମାନେ ଦୁଷ୍ଟଗଣର ସହିତ ତାହାଙ୍କର କବର ନିରୂପଣ କଲେ ଓ ମୃତ୍ୟୁୁରେ ସେ ଧନବାନର ସଙ୍ଗୀ ହେଲେ। ଯିଶାଇୟ 53:, 7, 9 କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ବର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି। ରୋମୀୟ 5:8 ଆସୁ ଆମ୍ଭେମାନେ ସେହି ଯୀଶୁଙ୍କ ପ୍ରେମକୁ ସ୍ମରଣ କରିବା ଏବଂ ଅନ୍ୟମାନଙ୍କ ନିକଟରେ ଏକ ଆଦର୍ଶ ର ଜୀବନ କାଟିବା 🙏🙏 FIRST LOVE CREATION ତରଫରୁ ଯୀଶୁଙ୍କ ସେହି କ୍ରୁଶୀୟ ପ୍ରେମକୁ ସ୍ମରଣ କରି ଏକ ଅତି ସୁନ୍ଦର ଗୀତ ଶୁଭ ଶୁକ୍ରବାର ନିମନ୍ତେ ପ୍ରସ୍ତୁତ କରାଯାଇଛି। ସମ୍ପୂର୍ଣ ଗୀତ ପ୍ରସ୍ତୁତ କରିବା ନିମନ୍ତେ ପ୍ରଯୋଜନା କରିଛନ୍ତି REV AJIT KUMAR DIGAL, ସୁନ୍ଦର ଭାବରେ ନୂତନ ଉଦୀୟମାନ କଣ୍ଠ ଶିଳ୍ପୀ DEEPIKA କଣ୍ଠ ଦାନ କରିଛନ୍ତି । ଗୀତ ରଚନା କରିଛନ୍ତି ଭାଇ SUDHANT BARDHAN । ସ୍ୱର ସଂଯୋଜନା କରିଛନ୍ତି ଭାଇ SALEM LIMA ସଂଗୀତ ପରିଚାଳନା କରିଛନ୍ତି ଭାଇ Bapi Shamal। ଆଶା କରୁଛୁ ଗୀତ ନିଶ୍ଚିତ ଭଲ ଲାଗିବ 🙏 ବର୍ତମାନ ଆମେ ସମ୍ପୂର୍ଣ VIDEO ଉନ୍ମୋଚନ କରିଅଛୁ ।  !ଗୀତ କୁ ଶୁଣନ୍ତୁ ପ୍ରଭୁଙ୍କର ଯୀଶୁଙ୍କର ମହିମା କରନ୍ତୁ 🙏🙏 ଅନ୍ୟମାନେ ମଧ୍ୟ ଯେଭଳି ଏଇ ସୁନ୍ଦର ଗୀତ ଶୁଣିବାକୁ ପାଇବେ ସେଥିପାଇଁ ସେମାନଙ୍କ ନିକଟକୁ Share କରିବା କୁ ଭୁଲନ୍ତୁ ନାହିଁ 🙏 ଧନ୍ୟବାଦ୍🙏 COLLABORATION: 9438655556 (WHATSAPP OR TELEGRAM      ************************ ବିଦ୍ର:  ଦୟାକରି ଗୀତର ଅଡିଓ କି ଭିଡିଓ ରି ଅପଲୋଡ଼୍ କରନ୍ତୁ ନାହିଁ, ଆମେ କପି ରାଇଟ୍ କ୍ଲେଇମ୍ ବା ଷ୍ଟ୍ରାଈକ୍ ଦେବାକୁ ବାଧ୍ୟ ହେବୁ । ପରେ ଆପଣ ଦୁଃଖ ପ୍ରକାଶ କରିବେ ନାହିଁ l ଯେହେତୁ ଆମେ ପ୍ରଭୁଙ୍କ ସନ୍ତାନ YOUTUBE ର ନିୟମ ଅନୁସାରେ ଶୃଙ୍ଖଳା ରକ୍ଷା କରିବା ଆବଶ୍ୟକ ଅଟେ । #achidinemarana #amarmusic #humansagar #indianmusician #humansagarchristmassong #jisunanememahima #lovesong

Comments