Русские видео

Сейчас в тренде

Иностранные видео


Скачать с ютуб ସାରୁଅରେ ଓଟିଭି ପ୍ରତିଷ୍ଠା କରିଥିବା ମହିଳା ବିକାଶ ସମିତିର ନିଜ ନିଜ ପଦରୁ ଇସ୍ତଫା ଦେଲେ ପଦାଧିକାରୀ в хорошем качестве

ସାରୁଅରେ ଓଟିଭି ପ୍ରତିଷ୍ଠା କରିଥିବା ମହିଳା ବିକାଶ ସମିତିର ନିଜ ନିଜ ପଦରୁ ଇସ୍ତଫା ଦେଲେ ପଦାଧିକାରୀ 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ସାରୁଅରେ ଓଟିଭି ପ୍ରତିଷ୍ଠା କରିଥିବା ମହିଳା ବିକାଶ ସମିତିର ନିଜ ନିଜ ପଦରୁ ଇସ୍ତଫା ଦେଲେ ପଦାଧିକାରୀ

Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile. ଖୋର୍ଦ୍ଧା ସାରୁଅ ଜମି ବିବାଦରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ଆଉ ଏକ ଝଟ୍‌କା । ଜମି କେଳେଙ୍କାରୀ କାରନାମାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲୁଥିବା ବେଳେ ସ୍ଥାନୀୟ ଲୋକ ଓଟିଭି ଉପରୁ ଆସ୍ଥା ହରେଇଲେଣି । ଓଟିଭି ପକ୍ଷରୁ ପ୍ରତିଷ୍ଠା ହୋଇଥିବା ମହିଳା ବିକାଶ ସମିତିର ପଦାଧିକାରୀମାନେ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ ଅଞ୍ଚଳବାସୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରି, ସମିତିର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସାରୁଅରେ ଓଟିଭି ପ୍ରତିଷ୍ଠା କରିଥିବା ମହିଳା ବିକାଶ ସମିତିର ନିଜ ନିଜ ପଦରୁ ଇସ୍ତଫା ଦେଲେ ପଦାଧିକାରୀ Visit Our Website: http://nandighoshatv.com/ Watch Live: http://nandighoshatv.com/live/ YouTube:    / nandighoshatv   Facebook:   / nandighoshatv   Twitter:   / nandighoshatv   Instagram:   / nandighoshatv   #NandighoshaTV #Odisha

Comments