Русские видео

Сейчас в тренде

Иностранные видео


Скачать с ютуб ରାଜଧାନୀର ଛାତି ଉପରେ ସରକାରୀ ଜମି ହଡ଼ପ ମାମଲା, ମିଳିତ ସର୍ଭେକୁ ମାନିଲାନି ଓଟିଭି в хорошем качестве

ରାଜଧାନୀର ଛାତି ଉପରେ ସରକାରୀ ଜମି ହଡ଼ପ ମାମଲା, ମିଳିତ ସର୍ଭେକୁ ମାନିଲାନି ଓଟିଭି 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ରାଜଧାନୀର ଛାତି ଉପରେ ସରକାରୀ ଜମି ହଡ଼ପ ମାମଲା, ମିଳିତ ସର୍ଭେକୁ ମାନିଲାନି ଓଟିଭି

ରାଜଧାନୀର ଛାତି ଉପରେ ଜମି ଜବରଦଖଲ । ଏମିତି ଆଉ ଏକ ଅଭିଯୋଗ ଏବେ ଓଟିଭି କେଳେଙ୍କାରୀ ତାଲିକାରେ ଯୋଡ଼ି ହୋଇଯାଇଛି । ଓଟିଭି କାର୍ଯ୍ୟାଳୟ ପାଇଁ ଲିଜରେ ନେଇଥିବା ଜମି ବାଦ୍‌ କିଛି ସରକାରୀ ଜମି ମାଡ଼ିବସିଛି ଓଟିଭି । ମିଳିତ ସର୍ଭେରେ ଏହା ଜଣାପଡ଼ିବା ପରେ ଅଗତ୍ୟା ଓଟିଭି ଅଦାଲତର ଦ୍ୱାରସ୍ଥ ହୋଇଛି । ଇଡ୍‌କୋ ମଧ୍ୟ ଏ ସଂପର୍କରେ ଅଦାଲତରେ ଫେରାଦ ହୋଇଛି । ଆସନ୍ତା ୧୯ରେ ମାମଲାର ଶୁଣାଣି ହେବ । Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile. Visit Our Website: http://nandighoshatv.com/ Watch Live: http://nandighoshatv.com/live/ YouTube:    / nandighoshatv   Facebook:   / nandighoshatv   Twitter:   / nandighoshatv   Instagram:   / nandighoshatv   #NandighoshaTV #Odisha

Comments