Русские видео

Сейчас в тренде

Иностранные видео


Скачать с ютуб Latest Odia News Today|| Nabarangpur - Jharigaon || ONE ODISHA TV в хорошем качестве

Latest Odia News Today|| Nabarangpur - Jharigaon || ONE ODISHA TV 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Latest Odia News Today|| Nabarangpur - Jharigaon || ONE ODISHA TV

#One_Odisha_TV #LatestOdiaNewsToday #OneOdishaTVNews Odia News update || Nabarangpur || ONE ODISHA TV One Odisha TV YouTube channel is the best News channel of Odisha. Accordingly One Odisha TV objectives are always placed unbiased news for the people and delivers reliable information across all platforms: TV, Internet and Mobile., For More fun and for more update news just watch One Odisha TV. For Hindi, Odia and English Web Series, Music, Music video, Short Movies, Films, Pocket Films, Documentary Movies, Comedy Web Series, Comedy Films and devotional songs, stay tune with us. Stay tuned for all the breaking news ! ►Visit Our Website http://oneodisha.tv/ ►Facebook:   / oneodishatv   ►Android App: https://bit.ly/OTVAndroidApp​ ►Twitter:   / oneodisha_tv   ►Instagram:   / oneodisha.tv   ►YouTube:    / oneodishatv​   ►Pinterest: https://www.pinterest.co.uk/OneOdishaTv/ ►Tumblr: https://www.tumblr.com/blog/oneodisha ►Twitch:   / oneodisha   ►Vk.com: https://vk.com/oneodisha ►Facebook Page:   / oneodisha.tv   Report: ଚନ୍ଦାହାଣ୍ଡି ଠାରୁ ନବରଙ୍ଗପୁର କୁ ଚାଷୀ ଭାଇମାନଙ୍କ ପଦ ଯାତ୍ରା ନବରଙ୍ଗପୁର ଚନ୍ଦାହାଣ୍ଡି ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ଦୀର୍ଘ ୧୫୦ କିମି ଏକ କିଷାନ୍ ପଦଯାତ୍ରା ଅନୁଷ୍ଠିତ ହଇଯାଇଛି ଆଜି ଚତୁର୍ଥ ଦିନରେ ଡାବୁଗାଁ ବାବା ଭୈରବଙ୍କ ମାଟିରେ ପହଁଚି ଛନ୍ତି ଚାଷୀ ଭାଇ ମାନେ । ୩ ତାରିଖ ଠାରୁ ସକାଳ ୮ ଘଣ୍ଟା ଠାରୁ ଏହି ପଦଯାତ୍ରା ଚନ୍ଦାହାଣ୍ଡି ଲେମ୍ପ୍ପ ସମ୍ମୁଖରୁ ଆରମ୍ଭ ହୋଇ ଝରିଗାଁ,ଉମରକୋଟ , ଡାବୁଗାଁ, ପାପଡାହାଣ୍ଡି ଦେଇ ବିଭିନ୍ନ ଗ୍ରାମ ରେ ରହଣି କରି ୮ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାପାଳ ଅଫିସ୍ ଠାରେ ପହଞ୍ଚି ଏ ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଏ ନେଇ ଏକ ସ୍ମାରକ ପତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ଦାବି ନେଇ ଅନୁଷ୍ଠିତ ଏହି ପଦଯାତ୍ରା ରେ ଚନ୍ଦାହାଣ୍ଡି ମଣ୍ଡି ଦୁର୍ନୀତି,ଜଙ୍ଗଲ ଜମି ପଟ୍ଟା ର ଅଧିକାର,ମଣ୍ଡି ଦୁର୍ନୀତି ରେ ଜଡ଼ିତ ବ୍ୟକ୍ତି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ,ମଣ୍ଡି ରୁ ସମସ୍ତ ଚାଷୀ ଙ୍କ ଧାନ ଉଠିବା ଓ ଧାନ ବିକ୍ରି କରି ପଇସା ପାଇ ନଥିବା ଚାଷୀ ଶୀଘ୍ର ପଇସା ପ୍ରଦାନ ଆଦି ଦାବି ଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି। ପଦଯାତ୍ରା ର ଆବାହକ ତଥା ଚାଷୀ ନେତା କ୍ଷେମ ରାଜ ବାଘ ଙ୍କ ସମେତ ଡମ୍ବରୁ ହରିନା, ହୁମେଶ୍ବର ହଂସ,ନାରାୟଣ ହଂସ, ମଣି ରାମ ମାଝୀ,ପରବେ କଟା,ବଳି କଟା,ଗୁରୁ କେତକୀ, ନାରଦ ହଂସ,କୃଷ୍ ବାଘ,ସିନ୍ଦୂର ଲାଲ୍ ମାଝୀ,ନିରଞ୍ଜନ ମାଝୀ, ଟଙ୍କ ହଂସ,ଚନ୍ଦ୍ର ବନ୍ଦୀ ଛୋଡ,ରାମ ହଂସ ପ୍ରମୁଖ ଉପସ୍ଥିତ ରହି ଏହା ସମ୍ପୂର୍ଣ ଚାଷୀ ଓ ଅଣ ରାଜନୈତିକ କାର୍ଯ୍ୟକ୍ରମ ହୋଇଥିବାରୁ ଚାଷୀ ଙ୍କ ବୃହତ୍ ସ୍ବାର୍ଥ ଦୃଷ୍ଟି ରୁ ଦଳ ମତ ନିର୍ବିଶେଷରେ ସମସ୍ତେ ଯୋଗଦାନ କରିଛନ୍ତି । ଏହି ପଦଯାତ୍ରା କୁ ଡାବୁଗାଁ କୃଷକ ସଂଘ ମଧ୍ୟ ସମର୍ଥନ କଣାଇ ଛନ୍ତି ଏବଂ ଡାବୁଗାଁ ର ଚାଷୀସଙ୍ଗଠନ ରୋ ପ୍ରମୁଖ ସତ୍ୟ ରଞ୍ଜନ ପାତ୍ର ଏବଂ କିଛି ଚାଷୀଭାଇ ବାବି ଜେନା,ଗୁପ୍ତ ବିଶୟି,ରାଜା ବାବୁ ,ପ୍ରକାଶ ପଣ୍ଡା, ବଗୁଲା ଜେନା, ତାରିଣୀ ରେଲିଙ୍କ ସହଯୋଗରେ ଡାବୁଗାଁ ଠାରେ ସେମାନଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଥିଲା । ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments